ଯୀଶୁ ଆପଣା ଦ୍ୱାଦଶ ଶିଷ୍ୟଙ୍କୁ ଅଶୁଚି ଆତ୍ମାଗୁଡ଼ାକ ଛଡ଼ାଇବା ନିମନ୍ତେ ପୁଣି ସମସ୍ତ ପ୍ରକାର ରୋଗକୁ ସୁସ୍ଥ କରିବା ନିମନ୍ତେ ଅଧିକାର ଦେଲେ [୧୦:୧]।
ଯିଏ ଯୀଶୁଙ୍କୁ ଶତ୍ରୁହସ୍ତରେ ସମର୍ପଣ କରିବ ତାହାର ନାମ ଥିଲା ଇଷ୍କାରିୟୋତୀୟ ଯିହୂଦା [୧୦:୪] ।
ଯୀଶୁ ଆପଣା ଶିଷ୍ୟଙ୍କୁ କେବଳ ଇସ୍ରାଏଲ-ବଂଶର ହଜିଯାଇଥିବା ମେଷମାନଙ୍କ ପାଖକୁ ପଠାଇଲେ [୧୦:୬]।
ନା, ଶିଷ୍ୟମାନଙ୍କୁ ପାଉଣା କିମ୍ବା ଦୁଇଟି ଅଙ୍ଗରଖା ସେମାନଙ୍କ ସାଙ୍ଗରେ ନେବାର ନ ଥିଲା [୧୦:୯-୧୦] ।
ଶିଷ୍ୟମାନେ ଗ୍ରାମରେ ଏକ ବିଶ୍ଵାସ ଯୋଗ୍ୟ ଲୋକର ଅନୁସନ୍ଧାନ କରି, ପ୍ରସ୍ଥାନ ନ କରିବା ପର୍ଯ୍ୟନ୍ତ ସେଠାରେ ରହିବାର ଥିଲା [୧୦:୧୧]।
ଯେଉଁ ନଗରରେ ସେମାନଙ୍କର କଥା ଶୁଣିଲେ ନାହିଁ ବିଚାରଦିନରେ ସେହି ନଗରଗୁଡିକର ଦଶା ସଦୋମ ଓ ହମୋରା ଦେଶର ଦଶା ଅପେକ୍ଷା ଅଧିକ ଅସହନୀୟ ହେବ [୧୦:୧୪-୧୫] ।
ଯୀଶୁ କହିଲେ ଯେ ଲୋକମାନେ ବିଚାର ସଭାମାନଙ୍କରେ ଶିଷ୍ୟଙ୍କୁ ସମର୍ପଣ କରିବେ ଓ ସେମାନଙ୍କ ସମାଜଗୃହସମୂହରେ କୋରଡ଼ା ମାରିବେ ଓ ଶାସନକର୍ତ୍ତା ଓ ରାଜାମାନଙ୍କ ଛାମୁକୁ ଅଣାଯିବେ [୧୦:୧୭-୧୮]।
ପିତାଙ୍କ ଆତ୍ମା ଶିଷ୍ୟମାନଙ୍କ ଅନ୍ତର ଦେଇ କଥା କହିବେ ଯେତେବେଳେ ସେମାନେ ସମର୍ପଣ ହୋଇଥିବେ [୧୦:୨୦] ।
ଯୀଶୁ କହିଲେ ଶେଷ ପର୍ଯ୍ୟନ୍ତ ଯିଏ ଧୈର୍ଯ୍ୟ ଧରି ରହିବ, ସେ ଶେଷରେ ଉଦ୍ଧାର ପାଇବ [୧୦:୨୨]।
ଯେଉଁମାନେ ଯୀଶୁଙ୍କୁ ଘୃଣା କଲେ ଶିଷ୍ୟଙ୍କୁ ମଧ୍ୟ ସେମାନେ ଘୃଣା କରିବେ [୧୦:୨୨,୨୪-୨୫]।
ଯେଉଁମାନେ ଶରୀରକୁ ବଧ କରନ୍ତି, କିନ୍ତୁ ଆତ୍ମାକୁ ବଧ କରିପାରନ୍ତି ନାହିଁ, ସେମାନଙ୍କୁ ଆମେ ଭୟ କରିବା ନାହିଁ ବୋଲି ଯୀଶୁ କହିଲେ [୧୦:୨୮]।
ଯେ ଶରୀର ଓ ଆତ୍ମା ଉଭୟକୁ ନରକରେ ବିନଷ୍ଟ କରି ପାରନ୍ତି, ତାହାଙ୍କୁ ହିଁ ଭୟ ଆମେ କରିବାର ଅଛି ବୋଲି ଯୀଶୁ କହିଲେ [୧୦:୨୮]।
ଯୀଶୁ ସ୍ୱର୍ଗସ୍ଥ ପିତାଙ୍କ ସାକ୍ଷାତରେ ତାହାକୁ ସ୍ୱୀକାର କରିବେ [୧୦:୩୨] ।
ଯୀଶୁ ସ୍ୱର୍ଗସ୍ଥ ପିତାଙ୍କ ସାକ୍ଷାତରେ ତାହାକୁ ଅସ୍ୱୀକାର କରିବେ [୧୦:୩୩] ।
ଯେ ଏମିତିକି ସେ ପରିବାର ମଧ୍ୟରେ ବିଭାଜନ ଆଣିବାକୁ ଆସିଅଛନ୍ତି ବୋଲି ଯୀଶୁ କହିଲେ [୧୦:୩୪-୩୬] ।
ଯୀଶୁଙ୍କ ନିମନ୍ତେ ଯେ ଆପଣା ପ୍ରାଣ ହରାଏ ସେ ଆପଣା ଜୀବନ ପାଇବ [୧୦:୩୯] ।
ଯେ କେହି କ୍ଷୁଦ୍ରତମ ଶିଷ୍ୟକୁ କେବଳ ଗିନାଏ ଥଣ୍ଡା ପାଣି ପିଇବାକୁ ଦିଏ ସେ ତାହାର ପୁରସ୍କାର ପାଇବ [୧୦:୪୨]।